ଆସିବ ନୂଆ ପାର୍କିଂ ନୀତି:୮ ପ୍ୟାକେଜ୍‌ରେ ରହିବ ୩୧ଟି ପାର୍କିଂ ଅଞ୍ଚଳ

ଜିଆଇଜେଡ୍‌ ପ୍ରସ୍ତୁତ କରୁଛି ଚିଠା ପ୍ରସ୍ତାବ, ୬ମାସ ପରେ ଲାଗୁ ହେବ, ମଲ୍‌ରୁ ଦୋକାନ, ବଡ଼ ପ୍ରତିଷ୍ଠାନ ପାଇଁ ନିୟମ କଡ଼ାକଡ଼ି ହେବ ଭୁବନେଶ୍ୱର : ରାଜଧାନୀର ପାର୍କିଂ ବ୍ୟବସ୍ଥା ସଜାଡ଼ିବା ପାଇଁ ବିଏମ୍‌ସି ପକ୍ଷରୁ ଖୁବ୍‌ ଶୀଘ୍ର ନୂ୍ଆ ପାର୍କିଂ ନୀତି ଆସିବ। ଏନେଇ ଜିଆଇଜେଡ୍‌ ସଂସ୍ଥାକୁ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳ, ବିଭିନ୍ନ ପ୍ରକାରର ପାର୍କିଂ ନିୟମ, କମିସନରେଟ୍‌ ପୁଲିସର ଟ୍ରାଫିକ ବ୍ୟବସ୍ଥାକୁ ଅନୁଧ୍ୟାନ କରି ଚିଠା ପ୍ରସ୍ତାବ … Continue reading ଆସିବ ନୂଆ ପାର୍କିଂ ନୀତି:୮ ପ୍ୟାକେଜ୍‌ରେ ରହିବ ୩୧ଟି ପାର୍କିଂ ଅଞ୍ଚଳ